ଲାଲଗଡରେ ପୁଲିସ ଡିଜି : ୨ ହାର୍ଡକୋର ମାଓବାଦୀ ଡିଜିପିଙ୍କ ନିକଟରେ କଲେ ଆତ୍ମସମର୍ପଣ

ମାଲକାନଗିରି: ଲାଲଗଡରେ ପୁଲିସ ଡିଜି ଅଭୟ। ଆଜି ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ଟେମରୁପାଲ୍ଲୀ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ। ସେଠାରେ ବିଏସଏଫଙ୍କ ମାଓ ଦମନ ନେଇ ରଣନୀତି ପ୍ରସ୍ତୁତ କରିଥିଲେ। ଛତିଶଗଡ ନକ୍ସଲଙ୍କ ପାର୍ଦୁର୍ଭାବ ଏହି ଅଞ୍ଚଳରେ ବଢୁଥିବାରୁ ଡିଜି ଅଭୟ ବିଏସଏଫର ଭୁମିକା କଣ ହେବା ଦରକାର ସେନେଇ ବୁଝାଇଥିଲେ। ପରେ ମାଲକାନଗିରି ପହଞ୍ଚି ଜିଲ୍ଲା ପୁଲିସ ସହ ରୁଦ୍ଧଦ୍ବାର ବୈଠକରେ ଯୋଗ ଦେଇଥିଲେ। ମାଓ … Continue reading ଲାଲଗଡରେ ପୁଲିସ ଡିଜି : ୨ ହାର୍ଡକୋର ମାଓବାଦୀ ଡିଜିପିଙ୍କ ନିକଟରେ କଲେ ଆତ୍ମସମର୍ପଣ